ଛି ଛି ରେ ପଚା ପଇଡ

ଛି ଛି ରେ ପଚା ପଇଡ
ଭାସି ଯାଉଥିଲୁ ମଝି ନଈରେ
ଧରି ଆଣିଥିଲି ତତେ
ଟାକୁଆ ଗାଲରେ ମାଉଁସ ଲାଗିଲା
ଜବାବ ଦଉଛୁ ମତେ
 

Post a Comment

ପ୍ରତିକ୍ରିୟା (0)

ପୂର୍ବବର୍ତ୍ତୀ ପୋଷ୍ଟ ପରବର୍ତ୍ତୀ ପୋଷ୍ଟ