କାବ୍ୟ - ଚିଲିକା - ରାଧାନାଥ ରାୟ
ଉତ୍କଳ-କମଳା-ବିଳାସ-ଦୀର୍ଘିକା ମରାଳମାଳିନୀ ନିଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳଭୁବନେ ଶୋଭାର ଭଣ୍ଡାର । ସ୍ୱଭାବେ ଭାବୁକ-ମାନସ-ଉଲ୍ଲାସୀ, ଦିଗନ୍ତ-ବିସ୍ତାରୀ ତୋର ବାରିରାଶି, ପ୍ରସନ୍ନବଦନା ଉଜ୍ଜ୍ୱଳବରଣା, ମୁଖଶ୍ରୀ ଦେଖନ୍ତି ଯହି…
ପଢିବାକୁ କ୍ଲିକ କରନ୍ତୁ